top of page

Welcome to I CAN Publication

WIX Side Display.mp4
00:00/00:00

ଓଡ଼ିଆ ଗ୍ରାଫିକ ଡିଜାଇନ କୋର୍ସ 

WIX Side Display.mp4
00:00/00:00

ନିଜ ଘରେ ବସି ସହଜରେ ଫୋଟୋଶପ୍, କୋରେଲ୍ ଡ୍ର, ପେଜ୍‌ମେକର, ଓଡ଼ିଆ ଟାଇପିଂ, ଫଣ୍ଡାମେଣ୍ଟାଲ ଇତ୍ୟାଦି ଶିଖନ୍ତୁ 

Lexar Pen Drive(1).png
WIX Design-3.png

ଯଦି ଆପଣମାନେ ସ୍କ୍ରୀନ ପ୍ରିଣ୍ଟିଙ୍ଗ, ଜନସେବା କେନ୍ଦ୍ର, ଜେରକ୍ସ ଦୋକାନ, Photo Studio, ଡ଼ିଟିପି ଦୋକାନ, ଫ୍ଲେକ୍ସ ଦୋକାନ କରିଛନ୍ତି, ତେବେ Pen Drive ରେ ଗ୍ରାଫିକ୍ସ ଡିଜାଇନର ଭିଡିଓ କୋର୍ସ ନେଇ ନିଜେ ନିଜେ ଘରେ ବସି ଭିଡିଓ ଦେଖି ଶିଖିପାରିବେ I ଏହି ଭିଡିଓରେ ଅଛି Photoshop, Corel Draw, PageMaker, Akruti Odia Typing Video Class ଏବଂ ସବୁପ୍ରକାର Editable ଫର୍ମାଟ ପାରିବେ I

Card - display-4.mp4
00:00/00:00

ଯଦି ଆପଣ ଏକ ଜନସେବା କେନ୍ଦ୍ର କରିଛନ୍ତି କିମ୍ବା ଏକ ଜେରକ୍ସ ଦୋକାନ, Photo Studio, Screen Printing, Digital Printing, Flex ଦୋକାନ, DTP ଦୋକାନ ଇତ୍ୟାଦି କରିଛନ୍ତି ତେବେ ଏହି ଭିଡିଓ କ୍ଲାସ ନେଇ ନିଜେ ନିଜେ ଘରେ ବସି ଗ୍ରାଫିକ ଡିଜାଇନ ଶିଖି ପାରିବେ I 

କେଉଁମାନେ ଶିଖିବେ 

ଯଦି ଆପଣ ଏକ ଜନସେବା କେନ୍ଦ୍ର କରିଛନ୍ତି କିମ୍ବା ଏକ ଜେରକ୍ସ ଦୋକାନ, Photo Studio, Screen Printing, Digital Printing, Flex ଦୋକାନ, DTP ଦୋକାନ ଇତ୍ୟାଦି କରିଛନ୍ତି ତେବେ ଏହି ଭିଡିଓ କ୍ଲାସ ନେଇ ନିଜେ ନିଜେ ଘରେ ବସି ଗ୍ରାଫିକ ଡିଜାଇନ ଶିଖି ପାରିବେ I 

କାହିଁକି ଶିଖିବେ 

ଏହି ଭିଡିଓ କ୍ଲାସରୁ ଆପଣ ଶିଖିପାରିବେ ସ୍କ୍ରିନ ପ୍ରିଣ୍ଟ, ଫଟୋ ଏଡିଟିଂ, ବିବାହ ନିମନ୍ତ୍ରଣ କାର୍ଡ, ଜନ୍ମଦିନ କାର୍ଡ, ବ୍ରତଘର କାର୍ଡ, ଘର ପ୍ରତିଷ୍ଠା କାର୍ଡ, ଗଣେଶ ପୂଜା କାର୍ଡ, ବିଶ୍ୱକର୍ମା ପୂଜା କାର୍ଡ, ଅଷ୍ଟପ୍ରହରୀ କାର୍ଡ, ଭିଜିଟିଂ କାର୍ଡ, ସ୍କୁଲ-କଲେଜ ଆଇ କାର୍ଡ, ସାର୍ଟିଫିକେଟ ତିଆରି, କଭର ପେଜ ଡିଜାଇନ, ଇନର ପେଜ ସେଟିଙ୍ଗ, ମାଗାଜିନ ତିଆରି, ମାନପତ୍ର, ବିଲ ବୁକ, ରସିଦ ବୁକ, ହୋଟେଲ ମେନୁ, ଇଲେକ୍ସନ ବ୍ୟାନର, ଫ୍ଲେକ୍ସ ଡିଜାଇନ, ଲାଇଟ ବୋର୍ଡ ଡିଜାଇନ ଇତ୍ୟାଦି I

କଣ କଣ ଶିଖିବେ 

ଏହି ପେନ ଡ୍ରାଇଭରେ ପାଇବେ ଫାଟୋଶପ ଫର୍ମାଟ, କୋରେଲ ଡ୍ର ଫର୍ମାଟ ଏବଂ ପେଜ ମେକର ଫର୍ମାଟ I ସବୁ ଫର୍ମାଟରେ କେବଳ ନାଁ ଠିକଣା ଚେଞ୍ଜ କରି ପ୍ରିଣ୍ଟ ଆଉଟ ବାହାର କରିପାରିବେ I ବିବାହ କାର୍ଡ, ଜନ୍ମଦିନ କାର୍ଡ, ବ୍ରତଘର କାର୍ଡ, ଘର ପ୍ରତିଷ୍ଠା କାର୍ଡ, ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ସରସ୍ବତୀ ପୂଜା, ଗଙ୍ଗା କାର୍ଡ ବା ଶୋକ ବାର୍ତା ଇତ୍ୟାଦି ରେଡି ହେଇ ଅଛି I ତାହା ଉପରେ ଏଡିଟ କରି ଡିଜାଇନ କରି ପ୍ରିଣ୍ଟ ବାହାର କରିବେ I

Editable Formats

Chat with Us

Experience real-time support from our expert educators. Whether you have questions about our Odia graphic design courses or need guidance on our specialized computer literature, our team is here to help you succeed.

Inquiry type

100+

Graphic Design Courses

50+

Odia Computer Books

10k+

Students Enrolled

100%

Free Access Guarantee

bottom of page